Followers

Sunday 30 August 2020

Odia poetry by Madhab chandra Jena from Jajpur,Odisha,India

କବି

ନିଜ ହାତରେ ନିଜକୁ
ଟୁକୁଡ଼ା ଟୁକୁଡ଼ା କରି
ବାଣ୍ଟି ନଥିଲେ ସତ ସତିକା
ତୁମକୁ, ତାକୁ ଓ ଅନ୍ୟ ମାନଙ୍କୁ
ମୁଁ କବି ଟିଏ ହେଇ ନଥାନ୍ତି,
ହେଇଥିଲେ ହେଇଥାନ୍ତି ପ୍ରେମିକଟିଏ
କିମ୍ବା ଅତି ବେଶୀରେ ଜୋକର ଟିଏ ।


No comments:

Post a Comment

Featured post

poetry priya by Madhab chanda Jena