Followers

Saturday, 22 December 2018

poetry Pala Bhuta by Madhab Chandra Jena Published in Ame Odia Magazine



ପାଳଭୁତ
ନିରଧୁମ ଏ ଖରାବେଳ
ନଇଁଗଲା ପରେ ବି
ଜଗିଛି ମୁଁ ତମ
ଧାନବିଲ ଓ ଅନେକ
ଅସଜଡ଼ା ଖେତ
ଆଗରୁ ଯେମିତି ହସୁଥିଲି
ଏବେବି ସେମିତି ହସୁଚି
ବିଶ୍ୱାସର ମାଟି ହାଣ୍ଡି ମୁଣ୍ଡେଇ
ଠିଆ ହେଇଚି ତମର ସେ
ନିର୍ବାକ ପାଳଭୁତ ।

No comments:

Post a Comment

Featured post

poetry priya by Madhab chanda Jena